शब्दब्रह्म युगे युगे/śabdabrahma yuge yuge

Words produce power when they ere being used, and being powerful with meanings. The Research Article ” शब्दह्रह्म युगे युगे” has been published with the effective discussion of Word(शब्द) as omnipresent and its ultimate power in various Vedic Literature and in different Eras.

ପାଣିକୁ ଉଦକ କାହିଁକି କୁହାଯାଏ ?

ଜଳ, ପାଣି, ନୀର ଏପରି ବେଦରେ ପାଣିର ଶହେଟି ନାମ ବର୍ଣନା କରାଯାଇଛି। ତନ୍ମଧ୍ୟରୁ ଉଦକ ହେଉଛି ଅନ୍ୟତମ । ହେଲେ ଏହି ଉଦକ ଶବ୍ଦଟି ଆସିଲା କିପରି? ବୈଦିକ-ନିରୁକ୍ତକାର ୟାସ୍କ କହନ୍ତି…..