ପାଣିକୁ ଉଦକ କାହିଁକି କୁହାଯାଏ ?

ଜଳ, ପାଣି, ନୀର ଏପରି ବେଦରେ ପାଣିର ଶହେଟି ନାମ ବର୍ଣନା କରାଯାଇଛି। ତନ୍ମଧ୍ୟରୁ ଉଦକ ହେଉଛି ଅନ୍ୟତମ । ହେଲେ ଏହି ଉଦକ ଶବ୍ଦଟି ଆସିଲା କିପରି? ବୈଦିକ-ନିରୁକ୍ତକାର ୟାସ୍କ କହନ୍ତି…..